ଓଡିଶା ର ଉତ୍ତପ୍ତ ସହର ବଲାଙ୍ଗୀର – ଲୋକେ ସିଯୁଛନ୍ତି ୪୭ ଡ଼ିଗ୍ରୀ ତାପମାତ୍ରାରେ- ଗଛ କଟା ହିଁ ପ୍ରମୁଖ କାରଣ

ବଲାଙ୍ଗୀର : ତତଲା ତାଓ୍ୱାରେ ଭାଜି ହେଉଛି ସାରା ବଲାଙ୍ଗୀର । ଆଜି ଓଡିଶା ର କେତେକ ସ୍ଥାନରେ ପାରଦ ୪୭ ଡିଗ୍ରୀ ଛୁଇଁବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସେହିପରି ଓଡ଼ିଶାରେ ଅରେଞ୍ଜ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହିଟ୍ ୱେଭ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ବଲାଙ୍ଗୀର ରେ ଲୋକମାନେ ଦିନ ୧୧ଟା ପରେ ପଦାକୁ ବାହାରିବା କଷ୍ଟକର ହୋଇପଡିଛି ।

ଗତକାଲି ୪7 ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା ବଲାଙ୍ଗିର। ୨ଟି ସ୍ଥାନରେ ପାରଦ ୪୬ ଡିଗ୍ରୀ ପାର କରିଥିବା ବେଳେ ୬ଟି ସ୍ଥାନରେ ୪୫ ଡିଗ୍ରୀ ଉପରେ ରହିଥିଲା ତାପମାତ୍ରା । ବଲାଙ୍ଗୀର ସହର ରେ ଥିବା ବହୁତ ଝଙ୍କାଳିଆ ଗଛ ମାନଙ୍କୁ ପ୍ରଶାସନ ରାସ୍ତା ଚୌଡା ପାଇଁ କାଟି ଦେଇ ଥିବାରୁ ଏପରି ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଜନସାଧାରଣରେ ଉଦ୍ବେଗ ପ୍ରକାଶ ପାଉଛି

भूपेश के पहले जोगी कांग्रेस ने किसानों को मुख्यमंत्री से मिलाया,सियासत जारी 

भूपेश के पहले जोगी कांग्रेस ने किसानों को मुख्यमंत्री से मिलाया,सियासत जारी – http://tinyurl.com/kpyktbl

For more such interesting articles, get JioXpressNews – http://onelink.to/jioxpressnewsapp

Odisha among bottom three states in governance

BHUBANESWAR: Despite political stability for past around two decades, Odisha continues to remain among the bottom three states on quality of governance, a latest survey of think-tank Public Affairs Centre (PAC), Bengaluru shows.

The PAC’s public affairs index (PAI) published on Friday ranks the state 16th, just above Jharkhand (17th) and Bihar (18th), among the 18 large states. The state comes 27th if all Indian 30 states are considered together. Kerala tops the list.

The state’s rank was 15th among 17 large states in 2016 when Telangana was not considered a separate state. So, the state’s position effectively remains the same third from bottom. The overall rank continues to be 27th this time too, raising a question mark on governance of the Naveen Patnaik regime, which is in power for fourth term in a row since 2000. The PAC has measured the states on 11 various criteria of governance. Odisha has been ranked the last (30th) in crime and law and order, slipping from its 23rd position last year.

The survey says it has considered rapes, murders, dowry and custodial deaths, police firing, police personnel per 10 lakh population and percentage of women police among the total cops in preparing the index. The state witnessed 2144 rapes and 1328 murders in 2016.

पाकिस्तान को झटकाः ICJ ने जाधव के कबूलनामे वाले वीडियो को देखने से मना किया | Shared via JioXpressNews

पाकिस्तान को झटकाः ICJ ने जाधव के कबूलनामे वाले वीडियो को देखने से मना किया – http://tinyurl.com/kwtqqqw

For more such interesting articles, get JioXpressNews – http://onelink.to/jioxpressnewsapp

ରାଜ୍ୟସଭା ଆସନ ଲାଗି ବିଜେଡି ପ୍ରାର୍ଥୀ ପ୍ରତାପ ଦେବ ନାମାଙ୍କନପତ୍ର ଦାଖଲ

ଭୁବନେଶ୍ୱର: ଓଡ଼ିଶାରେ ଖାଲିଥିବା ଗୋଟିଏ ରାଜ୍ୟସଭା ଆସନ ଲାଗି ଆଜି ବିଜେଡି ପ୍ରାର୍ଥୀ ପ୍ରତାପ ଦେବ ନାମାଙ୍କନପତ୍ର ଦାଖଲ କରିଛନ୍ତି। ରିଟର୍ଣ୍ଣିଂ ଅଫିସର ବିଧାନସଭା ସଚିବଙ୍କ ନିକଟରେ ସେ ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଦଳୀୟ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ପ୍ରତାପ ଦେବ ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି ଯେ ତାଙ୍କର ୯ କୋଟି ୬୫ ଲକ୍ଷ ଟଙ୍କାର ସ୍ଥାବର ସଂପତ୍ତି ଅଛି। ତା’ସହିତ ୩୭ ଲକ୍ଷ ଟଙ୍କାର ଅସ୍ଥାବର ସଂପତ୍ତି ରହିଛି। ତାଙ୍କ ପାଖରେ ନଗଦ ୭୦ ହଜାର ଟଙ୍କା ଅଛି। ତାଙ୍କ ପତ୍ନୀଙ୍କ ଅସ୍ଥାବର ସଂପତ୍ତିର ପରିମାଣ ୪୨ ଲକ୍ଷ ୨୨ ହଜାର ଟଙ୍କା ବୋଲି ଦର୍ଶାଇଛନ୍ତି। ବହୁ କଳ୍ପନାଜଳ୍ପନା ପରେ ନବୀନ ରାଜ୍ୟସଭା ପାଇଁ ପ୍ରତାପଙ୍କ ନାଁରେ ମୋହର ମାରିଥିଲେ। ବିଷ୍ଣୁ ଦାସ ଇସ୍ତଫା ଦେବା ପରେ ଏହି ଆସନ ଖାଲି ହୋଇଥିଲା ।